କ୍ୟାପିଟାଲ ହାଇସ୍କୁଲରେ ଦୁଇ ନବମ ଶ୍ରେଣୀ ଛାତ୍ର କରୋନା ପଜିଟିଭ ଚି଼ହ୍ନଟ

ଭୁବନେଶ୍ୱର: ରାଜଧାନୀର ସରକାରୀ ସ୍କୁଲରେ ପଶିଲା କରୋନା। କ୍ୟାପିଟାଲ ହାଇସ୍କୁଲରେ ଦୁଇ ଜଣ ନବମ ଶ୍ରେଣୀ ଛାତ୍ର କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି। ବିଏମସି ପକ୍ଷରୁ କରାଯାଇଥିବା କରୋନା ଟେଷ୍ଟିଙ୍ଗ କ୍ୟାମ୍ପରୁ ଦୁଇ ଛାତ୍ର ପଜିଟିଭ ଚି଼ହ୍ନଟ ହୋଇଛନ୍ତି। ଏନେଇ କ୍ୟାପିଟାଲ ହାଇସ୍କୁଲର ପ୍ରଧାନଶିକ୍ଷକ ସୂଚନା ଦେଇଛନ୍ତି। ଦୁଇ ଛାତ୍ର ହୋମ ଆଇସୋଲେସନରେ ଅଛନ୍ତି। ସ୍କୁଲକୁ ସାନିଟାଇଜ କରିବା ପାଇଁ ବିଏମସିକୁ ସ୍କୁଲ କର୍ତ୍ତୃପକ୍ଷ ଅନୁରୋଧ କରିଥିବା ଜଣାଯାଇଛି। କରୋନା … Continue reading କ୍ୟାପିଟାଲ ହାଇସ୍କୁଲରେ ଦୁଇ ନବମ ଶ୍ରେଣୀ ଛାତ୍ର କରୋନା ପଜିଟିଭ ଚି଼ହ୍ନଟ